ଯାଜପୁର: ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଭାଙ୍ଗିଲା ପୁରୁଷୋତ୍ତମପୁର ସ୍ଥିତ ଶହ ଶହ ବର୍ଷର ବରଗଛ, ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ
Jajapur, Jajpur | Sep 5, 2025
ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଭାଙ୍ଗିଲା ପୁରୁଷୋତ୍ତମପୁର ସ୍ଥିତ ଶହଶହ ବର୍ଷର ବରଗଛ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଗଛ କାଟିବା ଆରମ୍ଭ l...