Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କଣ୍ଟାମାଳ: ଫଗୁଣାମାଲ ସମେତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ କଣ୍ଟାମାଳ ବିଧାୟକ

ମଙ୍ଗଳବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ବିଧାୟକ କନ୍ହାଇ ଚରଣ ଡାଙ୍ଗ l ଶ୍ରୀ ଡାଙ୍ଗ ଫଗୁଣାମାଲ ଗ୍ରାମରେ ପହଞ୍ଚି ଗ୍ରାମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ | ସେହିପରି ପଲସାଗୋରା, ଗୋପାଲମାଲ୍ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ଦହ୍ୟା ପିଏମ ଶ୍ରୀ ନୋଡାଲ ହାଇସ୍କୁଲ ପକ୍ଷରୁ ଆୟୋଜିତ ଆସ ସ୍କୁଲ ଯିବା ପଦଯାତ୍ରାରେ ସାମିଲ୍ ହୋଇଥିଲେ |

MORE NEWS