ଭଦ୍ରକ ଗ୍ରାମାଞ୍ଚଳ: ଭଗବାନପୁର ପଞ୍ଚାୟତ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଠାରୁ ପଳିକିରି ଗାଁ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ କଲେ ମନ୍ତ୍ରୀ
Bhadrak Rural, Bhadrak | Sep 1, 2025
ଭଗବାନପୁର ପଞ୍ଚାୟତ ଦେଇ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାଠାରୁ ପଳିକିରି ଗାଁ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ କରାଯାଇଛି ।...