ସଦର: ଜଳଜିରା ପିଇବା କୁ ଦେଇ ସର୍ବସ୍ବ ଲୁଟି ନେଲେ ଦୁର୍ବୁତ୍ତ, ଘଟଣା ଘଟିଛି କେସିଙ୍ଗା ରେଳ ଷ୍ଟେସନ ରେ
ଜଳଜିରା ପିଇବା କୁ ଦେଇ ସର୍ବସ୍ବ ଲୁଟି ନେଲେ ଦୁର୍ବୁତ୍ତ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ରେ ।ତିନି ଜଣ ଯୁବକ ଙ୍କୁ ଜଳଜିରା ରେ ନିଶା ଦେଇ ଟଙ୍କା ଓ ମୋବାଇଲ ଲୁଟି ନେଇଛି ଦୃର୍ବୁତ୍ତ ।ଏହି ଘଟଣା କୁ ନେଇ ଏବେ ଅଞ୍ଚଳ ସାରା ଚାଞ୍ଚଲ୍ୟ ଦେଖାଦେଇଥିବା ବେଳେ ,ଆତଙ୍କ ଦେଖାଇଛି ଜଳଜିରା ।ଏହି ଘଟଣା ରେ କେହି ଜଣେ ସମ୍ପୃକ୍ତ ଅଛି ନା କେଉଁ ଗ୍ୟାଙ୍ଗ ର କାମ ତାହାର ଟେର ପାଉନି ପୋଲିସ ।ବାରମ୍ବାର କେସିଙ୍ଗା ଷ୍ଟେସନ ରେ ଏଭଳି ହେଉଥିବା ବେଳେ ରେଳ ବାଇ ପୋଲିସ ମଧ୍ୟ ଏହାର ଟେର ପାଉ ନଥିବାରୁ ,ଆଜି ଜଣାଯାଇଛି