ଅତି ଦୁଖଃଦ ଘଟଣା ଭୁବନେଶ୍ୱର ରୁ ଫେରିବା ସମୟରେ ଗୁଣ୍ଡୁଣିଆ ର ରାଜେଶ ଗିରି ଓ ଝୁମ୍ପୁରା ବ୍ଲକ୍ ପୂର୍ବତନ ବିଜେଡି ଯୁବ ସଭାପତି କୁନା ଗିରି ଙ୍କ ବଡ ଭାଇ ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ସୂଚନା.. ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋ ଜିଲ୍ଲା କେନ୍ଦୁଝର ପରିବାର ପକ୍ଷରୁ ସମବେଦନା ଜଣାଉଛୁ।