Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପୁରୀ ମ୍ୟୁନିସିପାଲଟି: ପୁରୀ ଜିଲ୍ଲା ରେ ୬୮ ଟି ଅଙ୍ଗନବାଡି କେନ୍ଦ୍ର ର ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l

Puri M, Puri | Sep 16, 2025
୬୮ ଟି ଅଙ୍ଗନବାଡି କେନ୍ଦ୍ର ର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ l ପୁରୀ ଜିଲ୍ଲାର ୬୮ ଗୋଟି ଅଙ୍ଗନବାଡି କେନ୍ଦ୍ର କୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନ 11 ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହାକୁ ଉଦଘାଟନ କରି ଏହି ନିଜସ୍ୱ ବିଲ୍ଡିଂ ଦ୍ଵାରା ମହିଳା ଓ ଶିଶୁ ବିକାଶ ର କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇ ପାରିବ ବୋଲି କହିଥିଲେ।ଶିଶୁ ମାନଙ୍କ ପାଇଁ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ନିର୍ମାଣ ପାଇଁ ଏହା ସହାୟକ ହେବା ସହ ସେମାନଙ୍କ ବୌଦ୍ଧିକ ବିକାଶ କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ସେ ମତ ଦେଇଥିଲେ।

MORE NEWS