Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସମଡା ସେବା ସମବାୟ ସମିତି ରେ ଦେଖାଦେଇଛି ସାର ଅଭାବ

Jharsuguda, Jharsuguda | Sep 16, 2025
ଝାରସୁଗୁଡା ଜିଲ୍ଲା ସମଡା ସେବା ସମବାୟ ସମିତି ରେ ଦେଖାଦେଇଛି ସାର ଅଭାବ l ସମଡା ସମବାୟ ସମିତିକୁ ଆଜି ୨୫୦ ବସ୍ତା ସାର ପହଂଚିଥିବାବେଳେ ୫୦୦ ରୁ ଉର୍ଦ୍ଧ ଚାଷୀ ସାର ନେବା ପାଇଁ ଲାଇନ ରେ ଛିଡା ହୋଇଥିଲେ l ଚାଷୀ ଙ୍କ ଭିଡ଼ ସମ୍ଭାଳିବା ପାଇଁ ଗେଟ କୁ ଭିତର ତାଲା ବନ୍ଦ କରାଯିବାସହ ଆଧାର କାର୍ଡ ଦେଖି ଚାଷୀ ମାନଂକୁ ଛଡାଯାଉଥିଲା l କିଛି ଚାଷୀ ସମବାୟ ସମିତି ର ବାଉଣ୍ଡ୍ରି ଉପରେ ଚଢି ଯାଉଥିବା ଦେଖିବାକୁ ମିଳିଥିଲା l ସାର ପାଇଁ ଚାଷୀ ଙ୍କ ଏହି ଭିଡ଼ି ଭିଡିଓ ଟି ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ୩୦ ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି l

MORE NEWS