ନଭେମ୍ବର ୯ତାରିଖ ପୂର୍ବାହ୍ନ ୧୧ଟା ସମୟରେ ବସାନ୍ତିପାଠାଗାର ଯୋଗପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକ ଉତ୍ସବରେ ପ୍ରତଞ୍ଜଳି ଯୋଗକେନ୍ଦ୍ରର ପ୍ରଚାରିତ ସମସ୍ତ ଯୋଗଗୁଡିକ ବହୁତ ଦିନଧରୀ ଯୋଗଶିକ୍ଷା ନେଇଥିବା ଶିକ୍ଷର୍ଥୀମାନେ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ଅବସରରେ ଗୁରୁ ବକ୍ତବ୍ୟରେ କହିଲେ, ସମସ୍ତ ରୋଗ ଯୋଗଦ୍ୱାରା ହିଁ ଠିକ ହୋଇପାରିବ ବୋଲି ଜଣାଇଥିଲେ, ଦୀର୍ଘ ଦୁଇଘଣ୍ଟା ବ୍ୟାପି ସମସ୍ତ ଯୋଗ ଗୁଡିକ ଅତ୍ୟନ୍ତ ଉତ୍ସାହର ସହ ଶିକ୍ଷାର୍ଥୀ ମାନେ ପ୍ରଦର୍ଶନ କରିଥିଲେ ଏହି କେନ୍ଦ୍ରରେ ଉଛୁକ ଜନତାଙ୍କୁ ନିଃସ୍ୱଲୁକରେ ଯୋଗ ଶିକ୍ଷା ଦିଆଯାଏ,