ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରେଙ୍ଗାଲି ପୋଲିସ ଦ୍ବାରା ଏନକାଉଣ୍ଟର
ସମ୍ବଲପୁର ରେଙ୍ଗାଲି ପୋଲିସ ଦ୍ବାରା ଏନକାଉଣ୍ଟର। କୁଖ୍ଯାତ ଅପରାଧି ଦୀପକ ମଣ୍ଡଳକୁ ଏନକାଉଣ୍ଟର l ଦୀପକ ନାଁରେ ପୂର୍ବରୁ ୨୧ ଟି ମାମଲା ଥିବା ସୂଚନା ମିଳିଛି l ରେଙ୍ଗାଲି ଥାନା ରମ୍ପେଲା ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ଏନକାଉଣ୍ଟର ହୋଇଛି l ପୋଲିସ ଉପରକୁ ଦୀପକ ଗୁଳି ଚାଳନା ପରେ ପୋଲିସ ପାଲଟା ଜବାବ ଦେଇଥିଲା l ଦୀପକର ଗୋଡରେ ପୋଲିସ ଗୁଳି ମାରିଛି। ଏନକାଉଣ୍ଟରରେ ଆହତ ପରେ ପୋଲିସ ଦୀପକ କୁ ଭୀମସାରରେ ଭର୍ତ୍ତି କରିଛି l ପୋଲିସ ଦୀପକଠାରୁ ଗୋଟିଏ ଦେଶୀ ପିସ୍ତଲ, ୫ଟି ଖୋକା ୨ଟି ଜୀବନ୍ତ ଗୁଳି, ନମ୍ବର ପ୍ଲେଟ ବିହୀନ ଗୋଟିଏ ସ୍କୁଟି ଜବତ କରିଛି। ଦୀପକ ନାମରେ ଥିବା ଅପରାଧ