ଆନନ୍ଦପୁର: ଛେନାପଦି ଗାଁ ରାସ୍ତାରେ ୨ହାତୀ, ଏକସ୍କର୍ଟଦେଉଛି ବନ ବିଭାଗ
ଛେନାପଦି ହଦଗଡ଼ ମୂଖ୍ୟ ରାସ୍ତାରେ ହାତୀ। । ଆଜି ରାତି ୮ଟା ବେଳେ ଦୁଇଟି ହାତୀ ଛେନାପଦି ହଦଗଡ଼ ମୂଖ୍ୟ ରାସ୍ତା ଦେଇ ଆସୁଥିବା ଦେଖିବାକୁ ମିଳିଛି। ହଦଗଡ଼ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ହାତୀଙ୍କୁ ଏକ୍ସକର୍ଟ ଦେଇ ଆଣୁଥିବା ବେଳେ ସେମାନେ ଛେନାପଦି ଗାଁ ମୁଣ୍ଡ ନିକଟରୁ ଅସିଆ କେନାଲ ରାସ୍ତାଦେଇ ଯାଇଥିବା ଦେଖିବାକୁ ମିଳିଛି।