ଆସନ୍ତା 2ଦିନ ପର୍ଯ୍ୟନ୍ତ ରେ ତାପମାତ୍ରା 9 8ରହିବ ପାଣି ପାଗବିଭାଗର ସୂଚନା ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତି ହୋଇଛି ସକାଳୁ 8ଘଣ୍ଟା ପର୍ଯ୍ୟନ୍ତ କୁହୁଡି ଦାଙ୍ଗି ରଖିଛି I ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି I ତେବେ ଜିଲ୍ଲା ରେ ଆସନ୍ତା ଦୁଇଦିନ ଯାଇ 8ଡିଗ୍ରୀ ରହିବ ପାଣିପାଗ ବିଭାଗ ପୂର୍ବମାନ କରିଛି