ରାୟଗଡା: ଭୁବନେଶ୍ୱରରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମୁନିଗୁଡାକୁ NAC ମାନ୍ୟତା ନିମନ୍ତେ ଦାବିପତ୍ର ଦେଲେ ମୁନିଗୁଡା ମିଳିତ କ୍ରିୟାନୁଷ୍ଠାନ କମିଟି
Rayagada, Rayagada | Aug 22, 2025
ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମୁନିଗୁଡା କୁ NAC ମାନ୍ୟତା ଦାବିପତ୍ର ପ୍ରଦାନ କଲେ ମୁନିଗୁଡା ମିଳିତ...