ଲାଞ୍ଜିଗଡ: ଢୋଡ଼ୱାଲୀରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଘଟଣା,ସହାୟତାର ହାତ ବଡ଼ାଇଲେ ୭ ଯୁବସାମ୍ବାଦିକ।ଏହାକୁ ନେଇ ପ୍ରତିକ୍ରିୟା ରଖିଲେ କ୍ଷତିଗ୍ରସ୍ତ ପରିବାର
Lanjigarh, Kalahandi | Sep 13, 2025
ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଡ଼ୁଥିବା ବେଳେ ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ...