ମାଲକାନଗିରି: ଆସନ୍ତାକାଲି ପାଇଁ ବର୍ଷା ଘଡ଼ଘଡ଼ିକୁ ନେଇ ଜିଲ୍ଲାକୁ ୟେଲୋ ୱାରନିଂ ଜାରିକଲା ପାଣିପାଗ ବିଭାଗ
ଆସନ୍ତାକାଲି ପାଇଁ ବର୍ଷା ଘଡ଼ଘଡ଼ିକୁ ନେଇ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାରନିଂ ଜାରିକରିଛି ପାଣିପାଗ ବିଭାଗ। ଏନେଇ ଆଜି ଗୁରୁବାର ଦିନ ୨ ଘଟିକା ୩୦ ମିନଟ ସମୟରେ ପାଣିପାଗ ବିଭାଗ ସୂଚନା ଦେଇଛି। ଜିଲ୍ଲା ବାସୀଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।