Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଖଇରା: ସିମୁଳିଆ ଓ ଖଇରା ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମନ୍ତ୍ରୀ

Khaira, Balasore | Oct 11, 2024
ଆଜି ମା ଦୁର୍ଗା ଙ୍କ ଅଷ୍ଟମୀ ପୂଜା ଏହି ଅବସର ରେ ଖଇରା ଓ ସିମୁଳିଆ ରେ ବିଭିନ୍ନ ମଣ୍ଡପ ବୋଲିଲେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ l ଆଜି ଶୁକ୍ରବାର ସକାଳ ଠାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସିମୁଳିଆ ଓ ଖଇରା ରେ ବିଭିନ୍ନ ପୂଜା ମଣ୍ଡପ ବୋଲି ମା ଙ୍କର ଆର୍ଶୀବାଦ ନେବା ସହିତ ସମାଜ ର ମଙ୍ଗଳ କାମନା କରିଥିଲେ l ଏଥିରେ ବିଭିନ୍ନ ପଂଚାୟତ ଲୋକପ୍ରତିନିଧି, ମଣ୍ଡପ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

MORE NEWS