ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗ୍ୟାରେଜ ଛକରେ ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ମାମଲା, ମୁହଁ ଖୋଲିଲେ ଅଟୋ ଚାଳକ
ଗ୍ୟାରେଜ ଛକରେ ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ମାମଲା, ମୁହଁ ଖୋଲିଲେ ଅଟୋ ଚାଳକ | ଗ୍ୟାରେଜ ଛକରେ ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ମାମଲା | ଆଜି 12.45ରେ ମୁହଁ ଖୋଲିଲେ ଅଟୋ ଚାଳକ | କହିଲେ ଯୁବକ ଜଣଙ୍କ କଳ୍ପନା ଛକରୁ ଉଠିଥିଲେ | ପରେ ଯୁବତୀ ଜଣଙ୍କ କିଛି ବାଟ ଗଲା ପରେ ସେ ମଧ୍ୟ ଅଟୋରେ ବସିଥିଲେ | ଅଟୋ ଭିତରେ ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ | ପ୍ରତିବାଦ କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଥିଲେ | ଅଟୋରୁ ଓଲ୍ହେଇ ଯିବାକୁ ଯୁବକ ଜଣଙ୍କୁ ଡ୍ରାଇଭର କହିଥିଲେ |