ଆଜି ମାର୍ଚ୍ଚ 12 ତାରିଖ ଗୁରୁବାର ସନ୍ଧ୍ୟା 6:30 ପାଖାପାଖି ସମୟରେ ଏହି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ। ସମ୍ଭବତଃ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଛି ଏହି କାଣ୍ଡ। ଘଟଣା ସମ୍ପର୍କରେ ସୂଚନା ପାଇ ସଦର ଆଇ ଆଇ ସି ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା କାରୀ ସଦର ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଜଣା ପଡ଼ିଛି। ତେବେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତର ଘର କିଞ୍ଜିର କେଲା ଥାନା ଅନ୍ତର୍ଗତ ସୁଆଁ ଜୋର ବୋଲି ଜଣା ପଡିଛି। ଅପରପକ୍ଷେ ସଦର ପୋଲିସ ଘଟଣା ସ୍ଥଳରେ ଶବ ଜଗି ରହିବା ସହ ଅଭିଯୁକ୍ତର ବାଇକକୁ ଘଟଣା ସ୍ଥଳରୁ ଜବତ କରିଛି। ତେବେ ମୃତ