ଅଶୋକ ମେହେଟ୍ଟା କକ୍ଷରେ ଜିଲ୍ଲା ସ୍ତରୀୟ ଏକ ଦିନକିଆ ଘରୋଇ ହିଂସା ରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ ପ୍ରଶିକ୍ଷଣ ଅନୁଷ୍ଠିତ ୨୦୨୫ ଗୁରୁବାର ଦିନ ୧୧:୦୦ ସମୟରେ ନବରଙ୍ଗପୁର ଅଶୋକ ମେହେତା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଏକ ଦିନିଆ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ ୨୦୦୫" ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ