କୋରେଇ: ନରସିଂହ ଚୌଧୀରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା
Korai, Jajpur | Sep 22, 2025 ନରସିଂହ ଚୌଧୀରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା l ମହାବିଦ୍ୟାଳୟର ସୁରକ୍ଷା,ପାଣି, କ୍ୟାଣ୍ଟିନ ସୁବିଧା, ଓ କ୍ଲାସ ରୁମ ରିପାରିଂ ପାଇଁ ଅନେକ ଦିନ ହେବ ମହାବିଦ୍ୟାଳୟରର ଛାତ୍ର ଛାତ୍ରୀ ମନେ କଲେଜ କତୃପକ୍ଷଙ୍କ ନିକଟରେ ଦାବି କରୁଥାନ୍ତି l ମାତ୍ର କଲେଜ କତୃପକ୍ଷ ଏହି ସମସ୍ୟା ଉପରେ ଦୃଷ୍ଟି ଦେଉନାହାନ୍ତି l ଏହା ଦୃଷ୍ଟିରେ ରଖି ଏହି ସମସ୍ୟାର ସମାଧାନ ଦାବିରେ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଗେଟରେ ତାଲା ପକେଇ ଧାରଣା ଦେଇଛନ୍ତି l