Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଖଲ୍ଲିକୋଟ୍: ଜଳି ଶଙ୍ଖ ନିକଟରେ ବୁଲେଟ ଦୁର୍ଘଟଣା; ଦୁଇ ଗୁରୁତର, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର

Khalikote, Ganjam | Jan 15, 2026
ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ୧୬ନଂ ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ ଟା ସମୟରେ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁଇ ଗୁରୁତରଙ୍କୁ ପ୍ରଥମେ ବାଲୁଗାଁ ମେଡ଼ିକାଲ ଓ ପରେ ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ବାଣପୁର ଥାନା ଅଞ୍ଚଳର ସିପୁ ମହାରଣା ଓ ଆଦି ଦାଶ ବୋଲି ଜଣା ପଡ଼ିଛି ।