ସୁନ୍ଦରଗଡ ସହର: କରମ ଡିହି ବରୁଣ ଢ଼ାବା ନିକଟ ରାଜ୍ୟ ରାଜପଥ - 10 ରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରଲର
Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ଶୁକ୍ରବାର ମଧ୍ୟାହ୍ନ 12:50 ପାଖାପାଖି ସମୟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। OD - 16D-2940 ନମ୍ବର ବିଶିଷ୍ଟ...