ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା କଡରେ ବସୁଧା ପାନୀୟ ଜଳ ଯୋଗାଣ ପାଇଁ ଖୋଳା ଗଲା ଗାତ । କିନ୍ତୁ ଉକ୍ତ ଗାତ ଖୋଳିବାର ଦୀର୍ଘ ଦିନ ପରେ ମଧ୍ୟ ପୋତା ଯାଇନାହିଁ । ଏପରିକି ନିକଟରେ ରାସ୍ତା ଉନ୍ନ ଉନ୍ନତି କରଣ ରାଗଲା । ରାସ୍ତା ଦାଇତ୍ୱରେ ଥିବା ବିଭାଗ ମଧ୍ୟ ଏଥ୍ ପ୍ରତି ଗୁରୁତ୍ଵ ଦେଲା ନାହିଁ । ଯେଉଁଥିପାଇଁ ରୀତିମତ ଏହି ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଅନେକ ବାଇକ ଆରୋହୀ ଖଣ୍ଡିଆ ଖାବରା ହେଉଛନ୍ତି । ଏନେଇ ଶନିବାର ଅପରାହ୍ନରେ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ଗ୍ରାମବାସୀ।