ବିଜେପୁର: ନୂଆପଡା ଉପନିର୍ବାଚନ ରେ କୋମନା ବ୍ଲକର ଇଚ୍ଛାପୁରଠାରେ ବିରାଟ ଜନସମାବେଶ l ଯୋଗଦେଲେ ବିଜେପୁର ବିଧାୟକ
ନୂଆପଡା ଉପନିର୍ବାଚନ ରେ କୋମନା ବ୍ଲକର ଇଚ୍ଛାପୁରଠାରେ ବିରାଟ ଜନସମାବେଶ l ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଭାଇ ଢୋଲକିଆଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଅନୁରୋଧ କଲେ ମାନ୍ୟବର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ବିଜେପୁର ବିଧାୟକ ସନତ କୁମାର ଗଡ଼ ତିଆ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସିନେ ତାରକା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ମହିଳା ଆୟୋଗ ସଦସ୍ୟା ମୁକ୍ତା ସାହୁ l