ପାରଳାଖେମୁଣ୍ଡି: ଉଦୟଗିରି ରେ ଜୋନ ଏଗାର ର ପୁର୍ବତନ ଜିଲ୍ଲା ପରିଷଦ ଜକୁବ ମାଝୀ କଂଗ୍ରେସ ସଭାପତି ଚୟନକୁ ନେଇ ରଖିଲେ ନିଜ ପ୍ରତିକ୍ରିୟା।
Paralakhemundi, Gajapati | Sep 9, 2025
ଗଜପତି ଜିଲ୍ଲା ଉଦୟ ଗିରି ଠାରେ ଏକ ବୈଠକର ଉଦୟଗିରି ଜୋନ ଏଗାର ଜୋନ ର ପୁର୍ବତନ ଜିଲ୍ଲା ପରିଷଦ ଜକୁବ୍ ମାଝୀ କଂଗ୍ରେସ ସଭାପତି ଚୟନ...