ରାଉରକେଲା ମ୍ୟୁନିସିପାଲଟି: ଶ୍ରୀ ଦଶହରା ପୂଜାସମିତି ପକ୍ଷରୁ ରାବଣ
ଦହନ ଏବଂ ବିଜୟାଦଶମୀ ଉତ୍ସବ ସେକ୍ଟର ୧୩ ମେଳଣପଡିଆରେ ଅନୁଷ୍ଠିତହେଵ ବୋଲି ସାମ୍ବାଦିକସମ୍ମିଳନୀରେ ସୂଚନା
ସେପ୍ଟେମ୍ବର ୨୭ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଲୋରେଟୋ ଇଂଲିଶ ସ୍କୁଲରେ ସାମ୍ବାଦିକ ସମ୍ମିଳନୀରେ ସମିତିର ସଂଯୋଜକ ସୁରେଶ କେଜ୍ରିୱାଲଙ୍କ ସହ ସଭାପତି ରାହୁଲ ଅଗ୍ରୱାଲ ସୂଚନା ଦେଲେ,