ବୌଦ୍ଧ ସଦର: ନୁଆପାଲି ଗ୍ରାମରେ ଗ୍ରୀନ ମେମୋରୀ କ୍ୟାମ୍ପେନ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Baudh Sadar, Boudh (Bauda) | Sep 12, 2025
ଶୁକ୍ରବାର ଦିନ ଗ୍ରୀନ ମେମୋରୀ କ୍ୟାମ୍ପେନ ପକ୍ଷରୁ ବୌଦ୍ଧ ଜିଲ୍ଲାର ନିଜର ପ୍ରଥମ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।...