ବୌଦ୍ଧ ସଦର: କରଡ଼ାପଦର ଗ୍ରାମରୁ ୪୨କେଜି ଗଞ୍ଜେଇ ଜବତରେ ଫେରାର ଆସାମୀକୁ ଗିରଫ କରି ଅଦାଲତ ଦ୍ୱରାସ୍ତ କଲା ଅବକାରୀ ପୋଲିସ
ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ କରଡ଼ାପଦର ଗ୍ରାମରେ ୪୨କେଜି ଗଞ୍ଜେଇ ଜରି ବସ୍ତାରେ ଚାଲାଣ ହେବା ପାଇଁ ରଖା ଯାଇଥିବା ବେଳେ ୨୧ଏପ୍ରିଲ ୨୫ରେ ବୌଦ୍ଧ ପୋଲିସ ଜବତ କରିଥଲା l କିନ୍ତୁ ଏଥିରେ ସମ୍ପୃକ୍ତ ଆଶାମୀ ଫେରାର ମାରିଥିଲା, ଏହାର ତଦନ୍ତ ପରେ l ଆଜି ସକାଳ ପାଖାପାଖି ୧୧.୩୦ ସମୟରେ ଆଶାମୀ ସନ୍ତୋଷ ମାଝୀକୁ ଗିରଫ କରି, ଆଜି ପାଖପାଖି ଅପରାନ୍ହ ୫ଟା ସମୟରେ ମାନ୍ୟବର ଜିଲା ସେସନ ଯଜଙ୍କ ଅଦାଲତରେ ଆସାମୀକୁ ହାଜର କରାଯାଇଛି