ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରୁ ବୁର୍ଲା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ଅଇଁଠାପାଲି ପୁଲିସ ଦ୍ୱାରା ବିପୁଳ ମଦ ଜବତ, ଜଣେ ଗିରଫ
Sambalpur M, Sambalpur | Sep 9, 2025
ସମ୍ବଲପୁରରୁ ବୁର୍ଲା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ଅଇଁଠାପାଲି ପୁଲିସ ବିପୁଳ ମଦ ଜବତ କରିଛି । ପୁଲିସ ସୁଚନା ଅନୁଯାୟୀ, ମଙ୍ଗଳବାର...