ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ କଳାହାଣ୍ଡି ଯୁବ ବିକାଶ ପରିଷଦ" ସଭାପତି ଶସିଦେବ ମହାନନ୍ଦଙ୍କ ନେତୃତ୍ୱରେ ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ୧୭ଦଫା ଧଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ "କଳାହାଣ୍ଡି ଯୁବ ବିକାଶ ପରିଷଦ" ସଙ୍ଘଠନର ସଭାପତି ଶସିଦେବ ମହାନନ୍ଦ,ଉପ ସଭାପତି ଭୁବନେଶ୍ୱର ଦୁର୍ଗା,ସମ୍ପାଦକ ଯୋତି ରଞ୍ଜନ ପଟ୍ଟନାୟକ,କୋଷାଧକ୍ଷ ମହେନ୍ଦ୍ର ରଣା, କିରନ ମାଝୀ, ଦୁର୍ଯ୍ୟୋଧନ କୁମାର, ଧର୍ମେନ୍ଦ୍ର ନାଏକ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।