କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି ଭେଣ୍ଡିଂଜୋନ ୩୧ ନମ୍ବର କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର,ସମ୍ପର୍କୀୟ ଭଗବତୀ ରାଉତଙ୍କ ପ୍ରତିକ୍ରିୟା
Kendrapara, Kendrapara | Aug 31, 2025
ପଟ୍ଟାମୁଣ୍ଡାଇ ଏଲ୍ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ ସାମ୍ନାର ୩୧ ନମ୍ବର କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର କରିଛି...