ଧର୍ମଶାଳା: ହରିପୁର ଯିବା ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ଜେନାପୁର ଅଞ୍ଚଳର ଯୁବକ ଗୁରୁତର , କଟକ ସ୍ଥାନାନ୍ତର
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ଯିବା ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ଯୁବକ ଗୁରୁତର କଟକ ସ୍ଥାନାନ୍ତର । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଯିବା ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ଯୁବକ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜେନାପୁର କ୍ଷୀରୋଦ ଜେନା ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବୁଧବାର ରାତି 10:30 ମିନିଟ ସମୟରେ ଦେଖିବାକୁ ମିଳିଛି।