Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ସାନଘାଟି ନିକଟରେ ଅଜଣା ଜନ୍ତୁ ଦେଖି ଲୋକେ ଭୟଭୀତ, ବିଡ଼ିଓ ଭାଇରାଲ

Khalikote, Ganjam | Jan 12, 2026
ଖଲ୍ଲିକୋଟ ଥାନା ୧୬ନଂ ଜାତୀୟ ରାଜପଥର ସାନ ଘାଟି ନିକଟରେ ଏକ ଅଜଣା ଜନ୍ତୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ଉକ୍ତ ଜନ୍ତୁ ଟିର ଭିଡ଼ିଓ ଆଜି ରାତି ସାଢ଼େ ୮ ଟା ସମୟରେ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ କିଛି ଯୁବକ ସାନ ଘାଟି ନିକଟରେ ଉକ୍ତ ଜନ୍ତୁ ଟିର ଭିଡ଼ିଓ ଉତ୍ତୋଳନ କରିଥିବା ବେଳେ ଏହା ବାଘ କି ବଣ ବିଲେଇ ତାହା ସ୍ପଷ୍ଟ ଜଣା ପଡିନାହିଁ । କିନ୍ତୁ ଭିଡ଼ିଓ ଟି ମୋବାଇଲ ଟୁ ମୋବାଇଲ ବାଇରାଲ ହେବାରେ ଲାଗିଛି ।