କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଭାଗୃହରେ ଜିଲ୍ଲା ପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାୟକ ଶୁଣିଲେ ୬୫ ଟି ଅଭିଯୋଗ I ଆଜିର ଏହି ଶୁଣାଣି ଅନୁଷ୍ଠିତରେ ଏଥିରେ କୋରାପୁଟ ଉପ ଜିଲ୍ଲାପାଳ ତପନ କୁମାର ନାୟକ ମୋଟ ୬୫ଟି ଅଭିଯୋଗ ଶୁଣାଣି କରିଥିଲେ ସେଥି ମଧ୍ୟରୁ ୪୦ ଟି ଗୋଷ୍ଠିଗତ ଓ ୨୫ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ଅପରାହ୍ନ ୪ଟା ସମୟରେ ସୂଚନା।