ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଙ୍କୁ ସାକ୍ଷାତ କଲେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ,ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଜ଼ିଲ୍ଲା କଂଗ୍ରେସ ସଭାପତି ଅମିତ ଗୁରୁ ବଙ୍ଗାଳି ଶ୍ରମିକ ମୃତ୍ୟୁ ଘଟଣା କୁ ନେଇ ଆଇଜିଙ୍କୁ ସାକ୍ଷାତ କରିଥିଲେ l ଆଇଜି ପୁରା ଘଟଣାକ୍ରମ କହିବା ସହ ପୋଲିସ ର ଆକ୍ସନ କୁ ନେଇ ମଧ୍ୟ କହିଥିଲେ l ମାତ୍ର 6 ଘଣ୍ଟା ମଧ୍ଯରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ନେଇ ଆଇଜି ସୂଚନା ଦେଇଥିଲେ l ପୋଲିସ ର କାର୍ଯ୍ୟ କୁ ଅଧୀର ପ୍ରଂଶସା ମଧ୍ୟ କରିଥିଲେ l