Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବରେ ଯୋଗଦାନ ସହ ନୂତନ ଶ୍ରେଣୀଗୃହ ଉଦଘାଟନ କଲେ ବିଧାୟକ

Baleshwar M, Balasore | Dec 20, 2025
ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ରେ ଶୁକ୍ରବାର ଦିନ ୧୨:୩୦ରେ ଯୋଗଦେଇ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।ଏଥିରେ ଅନ୍ୟାନ୍ୟ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।
ବାଲେଶ୍ବର ମ୍ୟୁନିସିପାଲଟି: ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବରେ ଯୋଗଦାନ ସହ ନୂତନ ଶ୍ରେଣୀଗୃହ ଉଦଘାଟନ କଲେ ବିଧାୟକ - Baleshwar M News