ଢେଙ୍କାନାଳ ସଦର: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳର କର୍ମକର୍ତ୍ତା, ମହିଳାନିର୍ଯ୍ୟାତନା ପ୍ରତିବାଦରେ ଏସପିଙ୍କ ଜରିଆରେ ଡିଜିପିଙ୍କୁ ସ୍ମାରକ ପତ୍ର
ଢେଙ୍କାନାଳ ବିଜୁ ଜନତା ଦଳ ପକ୍ଷରୁ ଆଜି ବୁଧବାର ଦିନ କର୍ମକର୍ତ୍ତାମାନେ ଏବଂ ପୂର୍ବତନ ସାଂସଦ ମହେଶ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପ ନଗର ପାଳ ପ୍ରକାଶ ଚନ୍ଦ୍ର କୁଅଁର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦିପ ସଡଙ୍ଗୀ, ମହାଳା ସଭାପତି ସାଗରୀକା ମିଶ୍ର,ନେତ୍ରୀ ତିଳୋତମା ଚୌଧୁରୀ ପ୍ରମୁଖ ଉପସ୍ଥିତିଥିଲେ ।