ତେଲକୋଇ: ମଲଣ୍ଡା ଗାଁ ଜଙ୍ଗଲରେ ବୁଲୁଛି ଅସୁସ୍ଥ ମାଖନହାତୀ ଜିଲ୍ଲା ବିନବିଭାଗ ତେଲକୋଇ ବନବିଭାଗର କଡ଼ା ନଜର ରଖି ଚିକିତ୍ସା ଜାରି
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ମଲଣ୍ଡା ଗାଁ ଜଙ୍ଗଲରେ ବୁଲୁଛି ଅସୁସ୍ଥ ମାଖନ ହାତୀ ,ସୂଚନା ଅନୁଯାୟୀ ଗଣ ତିନିଦିନ ପୂର୍ବରୁ ପଡ଼ାଙ୍ଗ ଏବଂ ଆକୁଳ ଜଙ୍ଗଲ ଅଞ୍ଚଳରେ ପୁଲୁଆ ହାତୀ ଲଢେଇ ହୋଇଥିଲା ।ଲଢେଇରେ ମାଖନ ହାତୀର ଆଗ ବାମ ଗୁଡ଼ରେ ଗଭିର କ୍ଷତ ହୋଇ ଥିଲା, ତେଣୁ ହାତୀଟି ପଲୁଆ ହାତୀଙ୍କ ପଛରେ ଛୋଟେଇ ଚାଲୁଥିବା ଦେଖିବାକୁ ମିଳୁଛି । ଆଜି ଅପରାହ୍ନ ଚାରିଟା ସମୟର ସୂଚନା l ହାତୀକୁ କଡ଼ା ନଜର ରଖି ଚିକିତ୍ସା ଜାରି ରଖିଛନ୍ତି ବନବିଭାଗ |ଡିଏଫ୍ଓଙ୍କ ସୂଚନା l