ଚଳିତ ବର୍ଷ କବରିବାହାଲ ଠାରେ ସାର୍ବଜନୀନ କାଳୀ ପୂଜା ଆୟୋଜିତ ହୋଇ ଆସୁଛି। ଅମାବାସ୍ୟା ତିଥି ମୁତାବକ ରୀତିନୀତି ଅନୁସାରେ ସୋମବାର ଅପରାହ୍ନରେ ବିଲ୍ଵ ବରଣ, ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ରାତ୍ରିରେ ମାଁଙ୍କ ପୂଜା କରାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉକ୍ତ