ବଡ଼ଗାଁ ବ୍ଳକର ବନ୍ଧଢିପା ଗ୍ରାମ ରେ ଚାଲିଥିବା ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ପ୍ରଥମ ଦିନ ଅଧିବାସ ୨ୟ ଦିନରେ ଅଖଣ୍ଡ ନାମ ସଂକୀର୍ତ୍ତନ ଶେଷ ଦିନରେ ନଗର ସଂକୀର୍ତ୍ତନ ଯମୁନା ସ୍ନାନ ଓ ଦଧି ହାଣ୍ଡି ଭଞ୍ଜନ ପରେ ନାମ ସଂକୀର୍ତ୍ତନ ଉଦଯାପିତ ହୋଇଛି। ପୂଜକ ପଣ୍ଡିତ ସପ୍ନୋଶ୍ଵର ନାୟକ କର୍ତ୍ତା ସନ୍ତୋଷ ଭୈଷାଲ ସପତ୍ନୀକ ତୁଲାଇଥିଲେ। ଗ୍ରାମବାସୀ ତୀର୍ଥ ସୁନ୍ୟାନୀ,ମୁନା ଖିଚିଡି,ସୁରୁ ଭୈଷାଲ, ଶୁଶାନ୍ତ ନାଏକ,କୈତୁକ ପୃଷେଟ, ବ୍ରହ୍ମାନନ୍ଦ ପାଣିଗ୍ରାହୀ ପ୍ରମୁଖ ଶ୍ରଦ୍ଧାଳୁ ଭକ୍ତ ମାନେ କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ।