Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ବଲାଙ୍ଗୀର: କୁଡ଼ାସିଂହା ଗ୍ରାମ ରେ କିଟନାଶକ ପିଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଚେଷ୍ଟା ଗୁରୁତର ଭାବେ ମେଡ଼ିକାଲ୍ ରେ ଭର୍ତ୍ତି

Balangir, Balangir | Jul 31, 2025
ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗ୍ରାମରେ ଜଣେ ଯୁବକ କିଟନାଶକ ପିଇ ଆତ୍ମହତ୍ୟା ଚେଷ୍ଟା କରିଥିବା ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ରାତି ପ୍ରାୟ ୧୦ଟା ସମୟରେ ଭିମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଟିଏ ନାମ ସୁଦାମ ପାତ୍ର ବୋଲି ଜଣା ପଡ଼ିଚି ସୂଚନାରୁ । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।

MORE NEWS

ବଲାଙ୍ଗୀର: କୁଡ଼ାସିଂହା ଗ୍ରାମ ରେ କିଟନାଶକ ପିଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଚେଷ୍ଟା ଗୁରୁତର ଭାବେ ମେଡ଼ିକାଲ୍ ରେ ଭର୍ତ୍ତି - Balangir News