ରାଜଗାଙ୍ଗପୁର: ବଡ଼ଗାଁ ନର୍ସିଂ କଲେଜ ର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ପାଳିଲେ ଦିପାବଳୀ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ଆଜି ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସର ସହ ଦୀପାବଳି ପର୍ବ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନର୍ସିଂ କଲେଜ ପ୍ରନିସପାଲ ସମାପିକା ରାଉତ ପରିଚାଳନା କରିଥିଲେ।