Public App Logo
କେନ୍ଦୁଝର ସହର: ଜଙ୍ଗଲ ଭିତରୁ ୨୦ ଟନ୍ ଲୁହାପଥର ଜବତ ବାମେବାରୀ ନିକଟ ଚଡ଼କମରା ହୁଡ଼ିରେ ବେଆଇନ ଖଣିଜ ଉତ୍ତୋଳନ ବେଳେ ଖଣି ଓ ବନ ବିଭାଗ ପକ୍ଷରୁ ଚଢାଉ - Kendujhar Town News