ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରଘୁନାଥପୁର ଫିଟନେସ ନିକଟରେ ଦୋକାନ ଭିତରକୁ ଦିଭାଇଡ଼ର ଡେଇଁ ମାଡି ଗଲା କାର
Bhubaneswar M Corp, Khordha | Aug 21, 2025
ରାଜଧାନୀରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା | ଗୁରୁବାର ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ରଘୁନାଥପୁର ଫିଟନେସ ନିକଟରେ...