ଏତତ ଦ୍ୱାରା ଭବାନୀପାଟଣା ସହରର ୧୧କେଭି ଜଳେଶ୍ବର ଫିଡ଼ର ରହୁଥିବା ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଛି କି, ଜରୁରୀ କାଳୀନ ମରାମତି ଯୋଗୁଁ ଆସନ୍ତାକାଲି ସକାଳ ୦୯. ୩୦ ଘଣ୍ଟା ଠାରୁ ଅପରାହ୍ନ ୦୩. ୦୦ଘଣ୍ଟା ଯାଏଁ ବିଦ୍ୟୁତ୍ ସରବରାହ ବନ୍ଦ ରହିବ,ଏନେଇ ଆଜି ଅପରାହ୍ନ 4ଟା ସମୟରେ ସୂଚନା ଦେଇଛନ୍ତି TPWODL, ଭବାନୀପାଟଣା ଉପଖଣ୍ଡ ୦୧ ଅଧିକାରି