କେନ୍ଦ୍ରାପଡା: ଆସନ୍ତାକାଲି ବୁଧବାର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ
Kendrapara, Kendrapara | Sep 2, 2025
ବୁଧବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଙ୍ଗ । ମଙ୍ଗଳବାର ସକାଳ ନଅ ଟା ବେଳେ...