କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ବୈଠକ ଡାକିବା ଦାବିରେ ଆଜି କଣ୍ଟିପାଳ ପଞ୍ଚାୟତର ସଂଖ୍ୟାଧିକ ସଭ୍ୟ ଓ ଗ୍ରାମବାସୀ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି !ଖବର ଅନୁଯାଇ ଗତ ସେପ୍ଟେମ୍ବର ଏକ ତାରିଖ 2025 ରେ କଣ୍ଟିପାଳ ସରପଞ୍ଚଙ୍କ ବିରୁଦ୍ଧରେ ସଂଖ୍ୟାଧିକ ସଭ୍ୟ ଅନାସ୍ଥା ନୋଟିସ ଦେଇଥିଲେ କିନ୍ତୁ ପ୍ରଶାସନ ଅନାସ୍ଥା ପ୍ରସ୍ତାବ ଆଲୋଚନାକୁ ବାରମ୍ବାର ସମୟ ବଦଳାଉ ଥିବାରୁ ଧାରଣା ଦେଇଥିଲେ।