ବରଗାଁରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ରେ ଅତିଥି ରୂପେ ଯୋଗ ଦେଇଥିଲେ କଂଗ୍ରେସ ର ବହୁ ବରିଷ୍ଠ ନେତା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବରାଗାଁ ଠାରେ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ହେଉଚି ରାଜ୍ୟସ୍ଥରୀୟ ଫୁଟବଲ୍ ଟୁର୍ନାମେଣ୍ଟ ଏହି କାର୍ଯ୍ୟକ୍ରମ ରେ ସୋମବାର ଅପରାହ୍ନ 3 ଟାରେ ଅତିଥି ରୂପେ ଯୋଗଦେଇଥଇଲେ କଂଗ୍ରେସ ର ବରିଷ୍ଠ ନେତା ଶ୍ରୀ ବୃନ୍ଦା ତ୍ରିପାଠୀ ଶ୍ରୀ ଦିଲୀପ ବେହେରା ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ତେନ୍ତୁଳୀଖୁଣ୍ଟି ଲ୍ୟମ୍ପସ ସଭାପତି ତଥା ଯୁବ କଂଗ୍ରେସ ନେତା ଶ୍ରୀ ଅଖିଳ ଭତରା