Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଲକ୍ଷ୍ମୀପୁର: ଲରେଶ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ, ଝରଣା ପାଣି ଉପରେ ନିର୍ଭରଶୀଳ ଗ୍ରାମବାସୀ

Lakshmipur, Koraput | Jan 17, 2026
ଆମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅ ସାର୍। ଆମେ କେତେ ଆଉ ଏହି ଝରଣା ପାଣି ପିଉ ଥିବୁ। ଆମେ ମଧ୍ୟ ତୁମ ପରି ମଣିଷ ଟିଏ। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଲରେଶ ଗ୍ରାମ ବାସୀ।

MORE NEWS