ଭୋଗରାଇ: କାନ୍ଥିଭଉଁରୀ ରେ ଜାତୀୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ ଓ ଜିଲ୍ଲା କଂଗ୍ରେସ ସଭାପତି
କାନ୍ଥିଭଉଁରୀ ରେ ଜାତୀୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ ଓ ଜିଲ୍ଲା କଂଗ୍ରେସ ସଭାପତି , ମାଆ କାଳୀଙ୍କ ପୂଜାର୍ଚ୍ଚନା ଉପଲକ୍ଷେ ଏହି ଖେଳ ଅନୁଷ୍ଠିତ ହେଉଥିବା ବେଳେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।