ପୋଲସରା: ଘୋଳପୁର ଗ୍ରାମରେ ଆୟୋଜିତ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ବଡଭାଇଙ୍କ ଦ୍ୱାଦସାହ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ବିଧାୟକଙ୍କ ସମେତ ବହୁନେତା
ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ ପଷୁ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ବଡ ଭାଇ ଗୋପାଳ କୃଷ୍ଣ ମଲ୍ଲିକ ଙ୍କ କିଛି ଦିନ ପୂର୍ବେ ଅକାଳ ବିୟୋଗ ଘଟିଥିବା ବେଳେ ଆଜି ଦ୍ଵାଦଶାହ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ବୁଗୁଡ଼ା ବ୍ଲକ ସ୍ଥିତ ଜନ୍ମମାଟି ଘୋଳପୁର ଗ୍ରାମରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ଖଣି ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବିଜେପି ନେତା ଦୀପକ ପ୍ରଧାନ, ପ୍ରଭାକର ପଣ୍ଡା ଙ୍କ ସମେତ ବହୁ ବିଧାୟକ ଏବଂ ଆଗଧାଡିର ନେତା